ବେଉସା
ଦେଖଣା
ବେଉସା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ୟବସାୟ)
[ସମ୍ପାଦନା]- ୧. ବ୍ୟବସାୟ; ବେପାର — ୧. Trade;
- ୨. ଜୀବିକା — ୨. Occupation; calling; bussiness.
- ୩. ତେଲିମାନେ ତେଲ ପେ଼ଡ଼ିବା ପାଇଁ ଯେଉଁ ତୈଳବୀଜ ଆଣନ୍ତି —୩. Oil seeds brought by oilmen for manfacturing oil.
- ୪. ଫନ୍ଦା; ଫସଲ; ଶସ୍ୟ —୪. Crop.
(ଉ— ଦ୍ରୋଣ ବାଡ଼ ଭାଙ୍ଗିଣ ଗଲେ ତ ସାତ୍ୟକି, ମୋର ସୃତ
ବେଉସା ରହି ପାରିବ କି—କୃଷ୍ଣସିଂହ. ମହାଭାରତ. ଦ୍ରୋଣ)
- ୫. ବେଉଡ଼ା (ଦେଖ) - —୫. Beuṟḍ̠ā (See)