Jump to content

ବେକଣ୍ଟ

ଉଇକିଅଭିଧାନ‌ରୁ

ବେକଣ୍ଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଣ—(ଫାରାସୀ - ବେ+ଓଡ଼ିଆରବୀ - କଣ୍ଟ)

[ସମ୍ପାଦନା]
୧. ଅମାପ — ୧. Unmeasured.
୨. ଅମେଳ —୨. Not tallying.
୩. ଅସଦୃଶ —୩. Dissmilar.
୪. ଯାହା ନିର୍ଦ୍ଦିଷ୍ଟ ବା ଅଭିପ୍ରେତ ବସ୍ତୁ ସଙ୍ଗେ ଖାପ ଖାଏ ନାହିଁ —୪. Not fitting.