Jump to content

ବେକରେ କଠା ପକେଇବା

ଉଇକିଅଭିଧାନ‌ରୁ

ବେକରେ କଠା ପକେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବେକରେ କାଠା ପଡ଼ିବା—ବିଶେଷ୍ୟରୂପ)

[ବେକରେ କଠା ବସା(ସେ)ଇବା—ଅନ୍ୟରୂପ]

ଦେଶଜ - କ୍ରି.

[ସମ୍ପାଦନା]
୧. ବେକ ଚିପି ମାରି ଦେବା —୧. To kill a person by pressing his neck with the two hands as with a vice.
୨. (ଲକ୍ଷଣାର୍ଥ କୌଣସି ବ୍ୟକ୍ତିକୁ ଖୁବ୍ ବାଧ୍ୟ ବା ଜବରଦସ୍ତି କରି ତାଦ୍ୱାରା କୌଣସି କାର୍ଯ୍ୟ କରାଇ ନେବା — ୨. To force or coerce a person to do a work.