Jump to content

ବେକା

ଉଇକିଅଭିଧାନ‌ରୁ

ବେକା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକ ହାତର ମୁଠାମଧ୍ୟରେ ରଖା ଯିବା ଘାସର ବା ନଡ଼ାର ପରିମାଣ —Handful (of straw of grass); as much as can be held tightly by one hand.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଘିଅ ରଖାଯିବା ଉପଯୋଗୀ ଏକପ୍ରକାର ପାତ୍ର (ହାଣ୍ଡି ଓ ଘଡ଼ି) —pot in which ghee is kept.

[ଉ—ଠେକା କହେ ବେକାରେ ତୁ କୋଉଁ ମଣିଷରେ ଲେଖାରେ? ଢଗ]