Jump to content

ବେକୀ

ଉଇକିଅଭିଧାନ‌ରୁ

ବେକୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛୋଟ ମାଟି ଘଡ଼ି —୧. A small earthen pitcher.

[ଉ— ଠେକି ପଚାରେ ବେକୀ ଲୋ ତତେ କୋଉ ମଣିଷର ଲେଖି ଲୋ? ଢଗ]

୨. ଦେବାଳୟର ଅଂଶ ବିଶେଷ —୨. A part (neck) of the temple.

[ଦ୍ରଷ୍ଟବ୍ୟ —ଏହା ଅଅଁଳାର ତଳ ସରୁ ଅଂଶ ଅଟେ; ଏହା ଦେଉଳର ବେକପରି ଦେଉଳ ତଳରେ ଦିଆଯାଇଥିବା ଚିତ୍ର ଦେଖ]