Jump to content

ବେକୁପି

ଉଇକିଅଭିଧାନ‌ରୁ

ବେକୁପି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ବେଏ(ଉ)କୁପି(ଫି, ବି)—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେବକୁଫୀ)

[ସମ୍ପାଦନା]

ନିର୍ବୋଧତା — Foolishness; stupidity.

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]

ନିର୍ବୋଧର ଉପଯୁକ୍ତ — Befitting a fool.