Jump to content

ବେକୁଳା

ଉଇକିଅଭିଧାନ‌ରୁ

ବେକୁଳା

ଉଚ୍ଚାରଣ

[ସମ୍ପାଦନା]
(ବେକୁଳୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - କୁଳ)

[ସମ୍ପାଦନା]
୧. ନୀଚକୁ ଳୋଦ୍ଭବ, ଅକୁଳା —୧. Born of a low family,
୨. ଜାତିଭ୍ରଷ୍ଟ —୨. Outcasted.
୩. ଯାହାର କୁଳର ବା ବଂଶର ବିଷୟ କାହାକୁ ଜଣା ନାହିଁ — ୩. Of unknown origin.