Jump to content

ବେକ ତଳିଆ

ଉଇକିଅଭିଧାନ‌ରୁ

ବେକ ତଳିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

ବେକ ତଳକୁ ଯାହା ଥାଏ —Occupying a position below one's neck.

[ଉ— ଅନାଇଲା ବେଳେ ବିବେକ ଦଳିଲା କି ବେକ ତଳିଆ ଲହସା ଖୋସା କବିସୂର୍ଯ୍ୟ ସଙ୍ଗୀତ]