ବେଗବାନ୍
(ବେଗଶାଳୀ—ଅନ୍ୟରୂପ)
(ବେଗବତୀ, ବେଗଶାଳିନୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷଣ - ପୁଂ—(ବେଗ+ଅଛି ଅର୍ଥରେ ତତ୍; ୧ମା. ୧ବ)
ତ୍ୱରାନ୍ୱିତ; ଦ୍ରୁତଗତିବିଶିଷ୍ଟ — Swift.