Jump to content

ବେଗସର

ଉଇକିଅଭିଧାନ‌ରୁ

ବେଗସର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବେଗ+ସୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ବେଗଗାମୀ ଅଶ୍ୱ —୧. A seift steed.
୨. ଅଶ୍ୱତର; ଖଚର —୨. Mule.