Jump to content

ବେଗାରି

ଉଇକିଅଭିଧାନ‌ରୁ

ବେଗାରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବିଶେଷ୍ୟ - (ଫାରାସୀ - ବେଗାର୍)

[ସମ୍ପାଦନା]
୧. ବେଠି; ବିନା ଦରମାରେ ବାଧ୍ୟତାମୂଳକ ପରିଶ୍ରମ — ୧. Impressment of persons into com-pulsory service without remuneration; forced labour.
୨. ବେଠିଆ —୨. Persons impressed into service without pay.
୩. ରାଜାଙ୍କ ଗହଣରେ ବା ବରଯାତ୍ରୀଙ୍କ ସଙ୍ଗେ ଆସିଥିବା ଅନୁଚରଦଳ(ଯଥା—ବେହେରା, ଭାରୁଆ, ବାଜଦାର୍) — ୩. Menials accompaying a royal or marriage prrecession.