Jump to content

ବେଗୁନିଆ

ଉଇକିଅଭିଧାନ‌ରୁ

ବେଗୁନିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିର୍ଗୁଣୀ; ବନ୍ୟ କ୍ଷୁପବିଶେଷ —A wild plant; Vitex Negundo (Haines); Vitex Trifolia; five-leaved chaste tree.

[ଦ୍ରଷ୍ଟବ୍ୟ —ଏ ଗୁଳ୍ମ ୨\୩: ହାତ ବତେ; ପତ୍ର ୫\୬: ଆଙ୍ଗୁଳ ଲମ୍ୱ ଶୁଖିଲା ପତ୍ର ମୁଗ ଇତ୍ୟା— ଦିରେ ମିଶାଇ ଓଳିଆ ବାନ୍ଧିଲେ ମୁଗରେ ପୋକ ଧରନ୍ତି ନାହିଁ ଏହା ପୁଷ୍ପ ବର୍ଣ୍ଣ ଭେଦରେ ଦୁଇ ପ୍ରକାର, ଶୁକ୍ଳ ବେଗୁନିଆକୁ ସଂସ୍କୃତରେ ସିନ୍ଧୁବାର; କଳା ବେଗୁନିଆକୁ ନିର୍ଗୁଣୀ ଓ ନୀଳ ପୁଷ୍ପ କହନ୍ତି ଦ୍ରବ୍ୟଗୁଣ—କଳ୍ପଦ୍ରୁମ]