Jump to content

ବେଗ କରି

ଉଇକିଅଭିଧାନ‌ରୁ

ବେଗ କରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ବେଗ ବିନା(ନି), ବେଗ ଦ(ଧ)ସ୍—ଅନ୍ୟରୂପ]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ଶୀଘ୍ର —Swifity.

(ଉ— ତୋ ବିଧନଭାଗୀ ମୁହିଁ ସିନା, ଯେଣୁ ନ ଆସିଲି ବେଗ କରି ରାଧାନାଥ କେଦାରଗୌରୀ)