ବେଗ ଚିର
ଦେଖଣା
ବେଗ ଚିର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଯେଉଁ ଛାତ୍ର କୌଣସି ଅଧୀତ ବିଷୟ ଶୀଘ୍ର ମନେ ରଖେ ଓ ବିଳମ୍ୱରେ ପାଶୋରେ — (a student) Who remembers or gets by heart a thing quickly and forgets its slowly.
[ଦ୍ରଷ୍ଟବ୍ୟ —ଅଧ୍ୟାୟୀ— ମାନଙ୍କୁ ଏହି ଦୃଷ୍ଟିରେ ଚାରିଭାଗରେ ବିଭକ୍ତ କରାଯାଏ— ବେଗଚିରା, ଚିରଚିରା, ବେଗବେଗା ଓ ଚିରବେଗା]