ବେଗ ଧାରଣ
ବେଗରୋଧ—ଅନ୍ୟରୂପ
(ମଳ, ମୂତ୍ର ଓ କାମ କ୍ରୋଧାଦିର) ବେଗକୁ ଆୟତ୍ତ କରିବା ବା ସମ୍ଭାଳିବା —Restraining the impulse (of passing urine etc)