Jump to content

ବେଗ ବେଗ

ଉଇକିଅଭିଧାନ‌ରୁ

ବେଗ ବେଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେଉଁ ଛାତ୍ର କୌଣସି ବିଷୟକୁ ଶୀଘ୍ର ପଇଟାଏ ଓ ଶୀଘ୍ର ପାଶୋରି ପକାଏ — (a student) Who remembers or gets by heart matter soon and frogets it soon.

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ମୂହୁର୍ମୂହୁଃ; ପୁନଃ ପୁନଃ — ୧. Repeatedly; every moment

[ଉ— ନାସାନୀଳତିଳଫୁଲରୁ ଅନିଳ ପ୍ରସରୁଛି ବେଗ ବେଗ କବିସୂର୍ଯ୍ୟ—କିଶୋରୀଚମ୍ପୂ ବ ଗୀତ]

୨. ଚଞ୍ଚଳ — ୨. Quickly.

[ଉ—ବିଚ୍ଛେଦ ରାମ ରାମା ବସ୍ତ୍ର ଖଡ଼ଗେ, ବେଗ ବେଗ ଯାଉଁ ଗୋଡ଼ାଇ ସଙ୍ଗେ ଭ଼ଞ୍ଜ. ବୈଦେହୀଶ ବିଳାଶ]