ବେଙ୍ଗ

ଉଇକିଅଭିଧାନ‌ରୁ

ବେଙ୍ଗ ଏକ ଉଭୟଚର ଜୀବବେଙ୍ଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

(ବେଙ୍ଗଇ; ବେଙ୍ଗେ, ବେଙ୍ଗେଇ—ଅନ୍ୟରୂପ)

(ବେଙ୍ଗୁଲି—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଉଭୟଚର ପ୍ରାଣିବିଶେଷ; ଭେକ, ମଣ୍ଡୁକ —୧. Frog; Ranidae.

[ଉ. ସାପ ନେ ! ବେଙ୍ଗ ନେ ! ମୋ ପେଏଁକାଳି ବଜେଇଦେଶଜ - ଶିଶୁଗୀତ]

[ଦ୍ରଷ୍ଟବ୍ୟ —ନାନା ଜାତିର ଓ ଆକାରର ବେଙ୍ଗ ଦେଖାଯାନ୍ତି; ଯଥା—ବ୍ରାହ୍ମଣୀ ବେଙ୍ଗ, କଟକଟିୟା ବେଙ୍ଗ, କୁଲି ବେଙ୍ଗ ଡିଆଁ ବେଙ୍ଗ, କାଠ ବେଙ୍ଗ ଓ ସୁନା ବେଙ୍ଗ]

୨. ପୁରୁଷ ଓ ସ୍ତ୍ରୀମାନଙ୍କୁ ଦିଆଯିବା ନାମ —୨. A name given to males and females.
୩. (ସଂସ୍କୃତ - ବ୍ୟଙ୍ଗ) ବ୍ୟଙ୍ଗୋକ୍ତି —୩. Irony; satire.

ବେଙ୍ଗ ହେଉଛି ଉଭୟଚର ପ୍ରାଣୀ ଯିଏ ଜଳ ଓ ସ୍ଥଳ ଉଭୟ ଭାଗରେ ବଞ୍ଚିପାରେ ।