ବେଙ୍ଗଲ୍ ନାଗପୁର ରେଲଓୟେ
ଦେଖଣା
ବେଙ୍ଗଲ୍ ନାଗପୁର ରେଲଓୟେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବେଙ୍ଗଲ୍ ନାଗପୁର ରେଲଓୟେ
|
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]କଲିକତାଠାରୁ ବଙ୍ଗୋପସାଗର ଉପକୂଳରେ ଓଡ଼ିଶା, ଗଞ୍ଜାମ, ମାନ୍ଦ୍ରାଜ ପ୍ରଦେଶରେ ବିୟଦଂଶ ଦେଇ ବାସରଟେୟାର ପର୍ଯ୍ୟନ୍ତ ଓ ଛୋଟନାଗପୁର ଭିତରଦେଇ ମଧ୍ୟପ୍ରଦେଶ ନାଗପୁର ପର୍ଯ୍ୟନ୍ତ ବିସ୍ତୃତ ରେଳପଥ —Bengal Nagpur Railway.