ବେଙ୍ଗଳା
ଦେଖଣା
ବେଙ୍ଗଳା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବେଙ୍ଗଳା—ଅନ୍ୟରୂପ)
ଦେଶଜ - ବି(ସଂସ୍କୃତ - ଦମନ)
[ସମ୍ପାଦନା]- ୧. ଗୋରୁଙ୍କ ଖୁରାରେ ଧାନ— ହଳାମାନ ମକଚାଇ କୁଟାକୁ ଧାନକୁ ପୃଥକ୍ କରିବା ମଝିରେ ଗୋଟିଏ ଖୁଣ୍ଟ ପୋତି ତାହାର ଚାରିଆଡ଼େ ବୃତ୍ତାକାରରେ ଧାନହଳାମାନ ବିଛାଇ ସେ ମେରିରେ ଦାଉଣୀ ବା ପଘା ବାନ୍ଧି ସେଥିରେ ଏକାଧିକ ବଳଦ ଯୋଚି ବଳଦମାନଙ୍କୁ ବୁଲାଇବା ପ୍ରକ୍ରିୟା —୧. The process of having paddy sheaves trodden by bullocks tethered to a central post to thresh out paddy from straw.
(ଉ—ନାମ ମାତ୍ର ପାହିବାକୁ ଅଛି ବିଭାବରୀ, ଦେଖ ଆସିଲାଣି ଏ ଧ୍ରୁବ ମେରୁ ବୁଲି, ମେରୁ ନଭେ ସପ୍ତର୍ଷିର ସୁବର୍ଣ୍ଣ ବେଙ୍ଗଳା—ରାଧାନାଥ. ମାହାଯାତ୍ରା)
- ୨. ବେଙ୍ଗୁଳା (ଦେଖ) - —୨. Beṅguḻā (See)