ବେଙ୍ଗଳା ପକାଇବା
ଦେଖଣା
ବେଙ୍ଗଳା ପକାଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଙ୍ଗଳା ବୁଲା(ଲେ)ଇବା, ବେଙ୍ଗଳା ଅଡ଼ା(ଡ଼େ)ଇବା,ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମେରି ଖୁଣ୍ଟରେ ବଳଦ ଯୋଚି ଧାନହଳମାନ ବଳଦମାନଙ୍କଦ୍ୱାରା ମ଼ଡ଼ାଇବା ପାଇଁ ବଳଦଙ୍କୁ ଚାଳିତ କରିବା —To drive bullocks tethered together round the central post to thresh paddy.
(ଉ— କାହିଁ ଧାନ, ଅମଳ କରଇ କୃଷିବଳ, ଖଳାରେ ବେଙ୍ଗଳା ପକାଇ ମଧୁସୁଦନ. ଛାନ୍ଦମାଳ)