Jump to content

ବେଙ୍ଗା

ଉଇକିଅଭିଧାନ‌ରୁ

ବେଙ୍ଗା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶରଦ ଯୋଗୁଁ ଗୋରୁମାନଙ୍କ ଗଳା ଫୁଲିଯିବା ରୋଗ —୧. A sickness attacking cattle;Actinomycosis.
୨. ଆଶଙ୍କା;ଭୟ —୨. Fear; apprehension.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପାଣିରେ ସୁସିଦ୍ଧ ନ ହୋଇ କଇଥା ହୋଇଯିବା (ବାଇଗଣ) —୧. Half-boiled (brinjal).
୨. ବାସି ହେବାରୁ ପୂତିଗନ୍ଧଯୁକ୍ତ (ଦୁଧ, ଦହି, କାଞ୍ଜି) —୨. Stale and putrid (milk, curd).

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ହଇଜା ରୋଗୀର ଦେହରୁ

ଠିବା ଶିରାମିଇବା ବନ୍ଧା —Spasmodic achings or cramps of the limbs of a cholera patient.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଗୋରୁଙ୍କୁ ଧରିବା ବାତ ରୋଗ — A kind of cattle rheumatism.

[ଦ୍ରଷ୍ଟବ୍ୟ —ଏଥିରେ କିଛି ନ ଖାଇ ଗୋରୁ ଶୀର୍ଣ୍ଣ ହୋଇଯାଏ]