Jump to content

ବେଙ୍ଗି ବଥ

ଉଇକିଅଭିଧାନ‌ରୁ

ବେଙ୍ଗି ବଥ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପିଲାମାନଙ୍କ ମୁଣ୍ଡରେ ଓ ବେକରେ ଉଠିବା ବଥ —Boils coming out on the head and neck of children.

[ଦ୍ରଷ୍ଟବ୍ୟ —ଯେଉଁ ପିଲାମାନଙ୍କ ବେକରେ ଓ ମୁଣ୍ଡରେ ବେଙ୍ଗି ବଥ ହୋଇ— ଥାଏ ସେମାନଙ୍କ ବେକରେ ବେଙ୍ଗି କଉଡ଼ି ବାନ୍ଧିଦେଲେ ବେଙ୍ଗି ବଥ ଉଣା ହେଇଯିବାର ଦେଖାଯାଏ]