Jump to content

ବେଙ୍ଗୁଲୀ

ଉଇକିଅଭିଧାନ‌ରୁ

ବେଙ୍ଗୁଲୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବେଙ୍ଗଲୀ ନାନୀ, ବେଙ୍ଗେଈ ନାନୀଅନ୍ୟରୂପ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଶିଶୁ ଭାଷା)—ଶିଶୁମାନଙ୍କ ବେଙ୍ଗକୁ ଆଦର ସମ୍ୱୋଧନ —The name of frog used by children

[ଉ— ବେଙ୍ଗୁଲୀ ବେଙ୍ଗୁଲୀ ! ପାଣିଦଉଁ, ନଈ ସମୁଦ୍ର ଭସେଇ ଦଉଂ—ଶିଶୁଗୀତ]

୨. ମାଈ ବେଙ୍ଗ —୨. A female frog.

ପ୍ରାଦେଶିକ - (ବାମଣ୍ଡା) ବିଶେଷ୍ୟ -

[ସମ୍ପାଦନା]

ଶିଶୁମାନଙ୍କର ଖେଳ ବିଶେଷ —A kind of out door game of children, frog-trot.