ବେଙ୍ଗୁଳା
ଦେଖଣା
ବେଙ୍ଗୁଳା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଫଡ଼ା, କୌଣସି ପଦାର୍ଥ ଫାଟିଯାଇ ତହିଁରୁ ଚିରିଯିବା ଖଣ୍ଡମାନ —୧. Strips into which a thing bursts.
(ଯଥା, ଏ ପୁରୁଣା ଲୁଗା ବେଙ୍ଗୁଳା ବେଙ୍ଗୁଳା ହୋଇ ଚିରିଗଲାଣି
- ୨. ନୋଳା; ବେତମାଡ଼ରେ ଲମ୍ୱା ଦାଗ —୨. Marks left after cane-beating; stripes.
(ଯଥା—ବେତମାଡ଼ରେ ତା ପିଠି ବେଙ୍ଗୁଳା ଫାଟିଯାଇଛି; ତା ପିଠିରେ ବେଙ୍ଗୁଳା ବସିଛି)