Jump to content

ବେଙ୍ଗ ଚାଙ୍ଗୁଡ଼ିଆ

ଉଇକିଅଭିଧାନ‌ରୁ

ବେଙ୍ଗ ଚାଙ୍ଗୁଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଇତସ୍ତତଃ ବିକ୍ଷିପ୍ତ —୧. Sattered about.

(ଯଥା— ଏ ଘରେ ପଦାର୍ଥ ଗୁଡ଼ାକ ବେଙ୍ଗଚାଙ୍ଗୁଡ଼ିଆ ହୋଇ ପଡ଼ିଛି)

୨. ଅତି ଛୋଟ —୨. Very small.

(ଯଥା—ତାଙ୍କ ଘରର କୋଠରି—ଯାକ ସବୁ ବେଙ୍ଗଚାଙ୍ଗୁଡ଼ିଆ ହୋଇଛି)

୩. ରୁଗ୍ଣ ଓ କ୍ଷୀଣ (ଶିଶୁ) —୩. Sickly and thin (child).