Jump to content

ବେଙ୍ଗ ଲାଙ୍ଗୁଡ଼

ଉଇକିଅଭିଧାନ‌ରୁ

ବେଙ୍ଗ ଲାଙ୍ଗୁଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

କୌଣସି ବ୍ୟକ୍ତିର ଏକମାତ୍ର ପୁତ୍ର ସନ୍ତାନ —The only son of a person.

(ଯଥା—ଭଗବାନ୍ ଏଇ ବେଙ୍ଗଲାଙ୍ଗୁଡ଼ ଖଣ୍ଡକୁ ବଞ୍ଚାଇ ରଖନ୍ତୁ)