Jump to content

ବେଚାରା

ଉଇକିଅଭିଧାନ‌ରୁ

ବେଚାରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ବେଚାରୀ—ସ୍ତ୍ରୀ) 

ବୈଦେଶିକ - ବିଶେଷଣ - ପୁଲିଙ୍ଗ - (ଫା ବେ+ଚାରା=ଉପାୟ)

[ସମ୍ପାଦନା]
୧. ଅଶକ୍ତ; ଅକ୍ଷମ (ତୁଳନାକର—ସଂସ୍କୃତ - ବରାକ) ୧. Powerless; impotent
୨. ନାଚର; ନିରୁପାୟ —Resourceless; remediless.
୩. ନିରୀହ —୩. Innocent,
୪. ନିରାଶ୍ରୟ —୪. Helpless.

ଦେଶଜ - ବିଶେଷ୍ୟ - (ଅନୁକମ୍ପାର୍ଥକ ପ୍ରୟୋଗ)— ସଂସ୍କୃତ - ବରାକ)

[ସମ୍ପାଦନା]

ବିଚାରା; ନିରୀହ ବାୟକ୍ତି —Poor man.