Jump to content

ବେଜତ୍

ଉଇକିଅଭିଧାନ‌ରୁ

ବେଜତ୍

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଖୋରଦା)ବିଶେଷଣ -

[ସମ୍ପାଦନା]
୧. ବେଇଜତ୍ —୧. Shorn of honour.
୨. ବେଜାୟ —୨. Very improper.
୩. ଅଶ୍ଳୀଳ —୩. Indecent.

(ଯଥା— ସେ ମୋତେ ବେଜଡ଼୍ ଗାଳିଦେଲା)

୪. ଅତ୍ୟଧିକ —୪. Excessive.