Jump to content

ବେଜାର

ଉଇକିଅଭିଧାନ‌ରୁ

ବେଜାର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ବିରକ୍ତ ହୋଇ ଗାଳି ଦେଉଥିବା; ଭର୍ତ୍ସନାକାରୀ —୧. Abusing; rebuking.
୨. କୁପିତ; ରଗାନ୍ୱିତ —୨. Angry
୩. ବିରକ୍ତ —୩. Displeased.

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]

ବିରକ୍ତି —Displeasure.