ବେଜାୟ୍ଖର୍ଚ୍ଚ
ଦେଖଣା
ବେଜାୟ୍ଖର୍ଚ୍ଚ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଜାୟ୍ଖର୍ଚ୍ଚ
|
[ବେଜାଏ(ୟ୍) ଖରଚ—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେଜା+ଖର୍ଚ୍ଚ)
[ସମ୍ପାଦନା]ଅଯଥା ଖର୍ଚ୍ଚ; ଦରକାରଠାରୁ ଅଧିକ ପରିମାଣରେ ବ୍ୟୟ — Needless expenses.
ବେଜାୟ୍ଖର୍ଚ୍ଚ
|
[ବେଜାଏ(ୟ୍) ଖରଚ—ଅନ୍ୟରୂପ]
ଅଯଥା ଖର୍ଚ୍ଚ; ଦରକାରଠାରୁ ଅଧିକ ପରିମାଣରେ ବ୍ୟୟ — Needless expenses.