Jump to content

ବେଜିତ

ଉଇକିଅଭିଧାନ‌ରୁ

ବେଜିତ

ଉଚ୍ଚାରଣ

[ସମ୍ପାଦନା]
ବେଜିତା—ସ୍ତ୍ରୀ 

ସଂସ୍କୃତ - ବିଶେଷଣ - (ପୁଂ ବିଜ୍ ଧାତୁ ଣିଟଚ୍=ବେଜି ଧାତୁ—ଭୀତ ହେବା +କର୍ତ୍ତୃ. ତ)

[ସମ୍ପାଦନା]
୧. ଭାତ —୧. Frightened.
୨. ଭୟକମ୍ପିତ —୨. Terrified.
୩. ପ୍ରପୀଡ଼ିତ; କ୍ଳେଶିତ —୩. Oppressed.