ବେଜୁଡ଼ୁ
ଭାଣ୍ଡାରି ଜାତିର ଗୋଟିଏ ଶାଖା — A sect of barbers.
[ଦ୍ରଷ୍ଟବ୍ୟ —ଭଣ୍ଡାରି ୪ ଶ୍ରେଣୀର ଅଛନ୍ତି ଯଥା—୧ ଗଡ଼ମାଳି; ୨ ବେଜୁଡ଼; ୩ ଓଡ଼ିଶି ଓ ୪ କାଙ୍ଗୁ]
ନପୁଂସକ —Eunuch; impotent