Jump to content

ବେଜ୍

ଉଇକିଅଭିଧାନ‌ରୁ

ବେଜ୍

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୈଦ୍ୟ; ଭଣ୍ଡାରିମାନେ ପୂର୍ବେ ବୈଦ୍ୟବୃତ୍ତି କରୁଥିବାରୁ)

[ସମ୍ପାଦନା]

ଭଣ୍ଡାରିମାନଙ୍କର ବଂଶୋପାଧିବିଶେଷ —A family title of barbers.

ପ୍ରାଦେଶିକ - (ଗଞ୍ଜାମ)ବି ଓବିଶେଷଣ -

[ସମ୍ପାଦନା]

ବେଜୁଡ଼ (ଦେଖ) - —Bejuṟḍ̠ (See)