Jump to content

ବେଞ୍ଚ

ଉଇକିଅଭିଧାନ‌ରୁ

ବେଞ୍ଚ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ବହୁ ଲୋକଙ୍କର ବିଶେଷତଃ ବିଦ୍ୟାଳୟରେ ଛାତ୍ରମାନଙ୍କର ବସିବା ଉପଯୋଗୀ ଗୋଡ଼ଲଗା ଲମ୍ୱା କାଷ୍ଠାସନ —୧. A bench.
୨. ବିଚାରକଙ୍କ ଆସନ —୨. Court of justice; bench.
୩. ଏକାଧିକ ଅବୈତନିକ ମାଜିଷ୍ଟ୍ରେଟ୍ ଏକତ୍ର ବସି ମକଦ୍ଦମା ବିଚାର କରିବା ଅଦାଲତ — ୩. Bench of honorary magistrates.