ବେଟାରୀ
ଦେଖଣା
ବେଟାରୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଇଂ ବାଟ୍ଟେରୀ)
[ସମ୍ପାଦନା]- ୧. ରାସାୟନିକ ପ୍ରକ୍ରିୟାଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ ଯନ୍ତ୍ର —୧. Electric- battery.
- ୨. ତୋପଖନା —୨. Battery; a place in which cannon are mounted.
- ୩. ଏକତ୍ର ସଜ୍ଜିତ ଗୁଡ଼ିଏ ତପ ଓ ତହିଁର ଉପକରଣ ଓ ବ୍ୟବହାରକାରୀ ଯୋଦ୍ଧୂଦଳ —୩. A number of connon with their equipments.