Jump to content

ବେଟ୍ଟା

ଉଇକିଅଭିଧାନ‌ରୁ

ବେଟ୍ଟା

ଉଚ୍ଚାରଣ

[ସମ୍ପାଦନା]
[ବେଟୀ(ଟ୍ଟୀ)—ସ୍ତ୍ରୣ] 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଂ—(ସଂସ୍କୃତ - ବଟୁ=ବାଳକ)

[ସମ୍ପାଦନା]
୧. ପୁତ୍ର —୧. Son.
୨. ବାଳକ —୨. Boy.

[ଉ—ଏ ଟୋକାଟା କାହାର ବେଟା; ଏ ଟୋକିଟୀ କାହାର ବେଟୀ; ଢ଼ଗ]

[ଦ୍ରଷ୍ଟବ୍ୟ —ଏ ଶବ୍ଦ ବଙ୍ଗଳା ଓ ହୁନ୍ଦି ଭାଷାରେ ବ୍ୟବହୃତ ହୁଏ; ଓଡ଼ିଆ ଭାଷାରେ ସାଧାରଣ ଢ଼ଗ ଆଦିରେ ମଧ୍ୟ ବ୍ୟବହୃତ ହେବାର ଦେଖା ଯାଏ ଓ ଗାଳିରେ ମଧ୍ୟ 'ବେଟୀ' ଶବ୍ଦ ବ୍ୟବହୃତ ହୁଏ]