ବେଠି ଗାଡ଼ି
ଦେଖଣା
ବେଠି ଗାଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଠି ଗାଡ଼ି
|
(ବେଠି ଶଗଡ଼—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରାଜକାର୍ଯ୍ୟ ଉପଲକ୍ଷେ ବେଠି କରିବା ନିମନ୍ତେ ଯେଉଁ ଗାଡ଼ିମାନ ରାଜକର୍ମଚାରୀମାନଙ୍କଦ୍ୱାରା ଧରା ହୋଇଥାଏ —Carts commandeered or impressed for puiblic service.