Jump to content

ବେଡ଼ି

ଉଇକିଅଭିଧାନ‌ରୁ

ବେଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବେଷ୍ଟନୀ, ବଳୟ)

[ସମ୍ପାଦନା]
୧. ଚୋରଙ୍କ ଗୋଡ଼— ହାତରେ ଦିଆଯିବା ଲୌହ ବଳୟ; ହାତକଡ଼ି; ଗୋଡ଼ବଡ଼ି ୧. Fetters; shackles.

[ଉ—ଅଟକଇ ପଦ, ନୁହଇ ବେଡ଼ି—କବିସୂର୍ଯ୍ୟ, ସଂଗୀତ]

୨. ଚୁଲି ଉପରୁ ଗରମ ହାଣ୍ଡିକୁ ଉଠାଇ ଆଣିବା ପାଇଁ ବ୍ୟବହୃତ ବେଣ୍ଟଯୁକ୍ତ ଏକପ୍ରକାର ଲୌହ ବଳୟ ବା ସଣ୍ଢୁଆସି —୨. Tongs for holding up hot cooking pots.
୩. ଶିକୁଳି; ଶାଙ୍କୁଳା —୩. Chain.
୪. ଦାନ୍ତ ବା ହାତର ମୁଠା ଦୃଢ଼ଭାବରେ ପଡ଼ିଯିବା ଅବସ୍ଥା; ଶାଙ୍କୁଳୀ —୪. The locked up condition of the jaws or first

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ -

[ସମ୍ପାଦନା]

କବାଟର କିଳିଣୀ —The bolt or bar of a door.