ବେଡ଼ି ଉପରେ କୋରଡ଼ଡା (ନ୍ୟାୟ)
ଦେଖଣା
ବେଡ଼ି ଉପରେ କୋରଡ଼ଡା (ନ୍ୟାୟ)
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବେଡ଼ି ଉପରେ କୋରଡ଼ଡା (ନ୍ୟାୟ)
|
ଦେଶଜ - ପ୍ରବଚନ
[ସମ୍ପାଦନା]ଯାହାକୁ ଶୃଙ୍ଖଳାଦ୍ୱାରା ଆବଦ୍ଧ କରାଯାଇଥାଏ ତାକୁ ପୁଣି କୋରଡ଼ା ପ୍ରହାର କରିବା ନ୍ୟାୟ; ଦଣ୍ଡିତ ବ୍ୟକ୍ତିକୁ ପୁଣି ଦଣ୍ଡ ଦେବା ନ୍ୟାୟ —Administering further punishment to a person already undergoing one sort of punishment.