ବେଢ଼ଣ
ଦେଖଣା
ବେଢ଼ଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେୟ ବିଶେଷ୍ୟ - (ସଂସ୍କୃତ - ବେଷ୍ଟନ)
[ସମ୍ପାଦନା]- ୧. ପରିଧି — ୧. Girth; circumference.
- ୨. ସ୍ତ୍ରୀଲୋକମାନଙ୍କର ପିନ୍ଧିବା ଛୋଟ ଲୁଗା — ୨. A small cloth worn by women.
- ୩. ବେଷ୍ଟନୀ —୩. Surrounding; fencing.
- ୪. ଲୁଙ୍ଗୀ (ଦେଖ) - —୪. Luṅgi (See).
- ୫. ଚାରିପାଖ ବାଡ଼ ବୁଜୀବା —୫. Fencing in; enclosing a place.