ବେଢ଼ାଇବା
ଦେଖଣା
ବେଢ଼ାଇବା
ଉଚ୍ଚାରଣ
[ସମ୍ପାଦନା](ବେଢ଼ାଇବା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ବେଷ୍ଟ ଧାତୁ)
[ସମ୍ପାଦନା]ବେଢ଼ିବା କ୍ରିୟାର ଣିଜନ୍ତରୂପ —Causative of Beṟḍ̠ẖibā.
[ଉ—ବେଢ଼ାଇ ସହସ୍ର ଅସୁରୀ ଜଗାଇ ତହିଁରେ ପ୍ରଧାନେ ଭଞ୍ଜ. ବୈଦେହିଶବିଳାଶ ସେ ପାଞ୍ଜ ଭାଇ ସୌମଦତ୍ତ କାଣ୍ଡ ବହି, ଯୁଝିଲେ ପାଞ୍ଚ ରଥେ ବେଢ଼ିଯାଇ ରହି— କୃଷ୍ଣସିଂହ. ମହାଭାରତ. ଦ୍ରୋଣ]