ବେଢ଼ା ଦେବା
[ବେଢ଼ ପକା(କେ)ଇବା—ଅନ୍ୟରୂପ)
ବେଢ଼ିବା; ଚାରିଆଡ଼େ ଘେରିବା —To surround; to blockade-
[ଉ—ବୋଲୁଁ ଦେତ୍ୟବଳ ଅନିଳଗତିରେ ନୀଳ ଠଣା ବେଢ଼ ଦେଲେ—ଭଞ୍ଜ. ବୈଦୈହିଶବିଳାସ]