ବେଢିବା
ଦେଖଣା
ବେଢିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି—(ସଂସ୍କୃତ - ବେଷ୍ଟ୍ ଧାତୁ)
[ସମ୍ପାଦନା]- ୧. ଚାରିଆଡେ ବେଷ୍ଟନ କରିବା —୧. To surround.
- ୨. ଘେରିବା — ୨. To encompass.
[ଉ—ରହିଲେ ଋଷିମାନେ ବେଢ଼ି ତାଙ୍କୁ ଯାଇ କୃଷ୍ଣସିଂହ. ମହାଭାରତ ଆଦି]
- ୩. ମାଛି ଆଦି) ବହୁ ପରିମାଣରେ କୌଣସି ପଦଜାର୍ଥର ଚାରି ପାଖରେ ଘେରିବା —୩. (said of fies) To infest a thing.