ବେଣ
ଦେଖଣା
ବେଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ରାଜା ପୃଥୁଙ୍କ ପିତା —୧. Name of the father of king pṛuthu.
[ଦ୍ରଷ୍ଟବ୍ୟ —ଏ ବ୍ରାହ୍ମଣ୍ୟ ଧର୍ମ ବିରୁଦ୍ଧରେ ଅତ୍ୟାଚାର କରିବାରୁ ଋଷିମାନଙ୍କଦ୍ୱାରା ଶାପଗ୍ରସ୍ତ ହେଇଥିଲେ; ପରେ ବିଷ୍ଣୁଙ୍କ ଆରାଧନ କରିବାରୁ ଓ ଅଶ୍ୱମେଧ ଯଜ୍ଞ କରିବାରୁ ଶାପରୁ ମୁକ୍ତ ହେଲେ]
- ୨. ସଙ୍କର ଜାତି ବିଶେଷ —୨. A mixed caste.