Jump to content

ବେଣାତାଟି

ଉଇକିଅଭିଧାନ‌ରୁ

ବେଣାତାଟି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବେଣା ଚେର ତାଟି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବେଣା ଚେରରେ ବୁଣା ଯାଇଥିବା ତାଟି — A frame or mat made of Beṇā roots.

[ଦ୍ରଷ୍ଟବ୍ୟ —ଏହାକୁ ଖରାଦିନେ ଘରର ଦୁଆରରେ ଟାଙ୍ଗି ଏହା ଉପରେ ପାଣି ଛିଞ୍ଚିଲେ ଏହାର ସୁଗନ୍ଧ ଘର ଯାକ ଆମୋଦିତ କରେ]