Jump to content

ବେଣାସଂହାର

ଉଇକିଅଭିଧାନ‌ରୁ

ବେଣାସଂହାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବେଣୀ+ସଂହାର=ସଂଗ୍ରହ)

[ସମ୍ପାଦନା]
୧. ବେଣି ବନ୍ଧନ —୧. Tying the hair into a braid.
୨. ଭଟ୍ଟ ନାରାୟଣ କବିଙ୍କ ରଚିତ ନାଟକ ବିଶେଷ —୨. A sanskrit drama.

[ଦ୍ରଷ୍ଟବ୍ୟ —କୁରୁ ଭାଷାରେ ଦ୍ରୌପଦୀଙ୍କ କୋଶାକର୍ଷଣପୂର୍ବକ ଦୁଃଶାସନ ଅନ୍ତଃପୁରରୁ ଟାଣି ଆଣି ଥିବାରୁ ଭୀମ ନିର୍ଯ୍ୟାତିତା ଦ୍ରୌପଦୀଙ୍କୁ ଦେଖି ସଂକଳ୍ପ କରିଥିଲେ ଯେ ଦିଃଶାସନର ରକ୍ତଲିପ୍ତ ହସ୍ତରେ ଦ୍ରୌପଦୀଙ୍କର ମୁକ୍ତ କେଶରେ ବେଣୀ ବାନ୍ଧିବେ ନଚେତ୍ ତାହା ମୁକ୍ତ ରହିବେ ଭୀମ ଏହି ପ୍ରତିଜ୍ଞା ପାଳନ ପୂର୍ବକ କୁରୁକ୍ଷେତ୍ର ଯୁଦ୍ଧରେ ଦୁଃଶାସନକୁ ମାରି ତାହାର ରକ୍ତଲିପ୍ତ ହସ୍ତରେ ଦ୍ରୌପଦୀଙ୍କ କେଶରେ ବେଣୀ ବାନ୍ଧିଥିଲେ ଏ ବିଷୟକୁ ଅବଲ୍ମ୍ୱନ କରି ବେଣୀସଂହାର ନାଟକ ଲେଖା ହେଇଅଛି]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କବିତା— ବଳିରେ ଓଡ଼ିଆ କବି ରାଧାନାଥଙ୍କ ରଚିତ କବିତା ବିଶେଷ — A poem composed by Rādhānāth, an Oria poet.