Jump to content

ବେଣିମାଧବ

ଉଇକିଅଭିଧାନ‌ରୁ

ବେଣିମାଧବ

ଉଚ୍ଚାରଣ

[ସମ୍ପାଦନା]

(ବେଣି ମାଧବ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - [ବେଣୀ=ତ୍ରୀବେଣୀ ବା ପ୍ରୟାଗସ୍ଥ ଯମୁନା, ଗଙ୍ଗା ଓ ସରସ୍ୱତୀ+ମାଧବ=ବିଷ୍ଣୁ)

[ସମ୍ପାଦନା]

ପ୍ରୟୋଗ ପୀଠ ବା ଏଲାହାବାଦରେ ପ୍ରତିଷ୍ଠିତ ପାଷାଣମୟ ଚତୁର୍ଭୁଜ ବିଷ୍ଣୁ ମୂର୍ତ୍ତି ବା ଭୈରବ ମୂର୍ତ୍ତି — An image of Bishnu at Allahabad.

[ଦ୍ରଷ୍ଟବ୍ୟ —ଏ ଦେବତା ପ୍ରୟାଗତୀର୍ଥର ପ୍ରତିଷ୍ଠାତ ଦେବ ଅଟନ୍ତି]