Jump to content

ବେଣି ବତା

ଉଇକିଅଭିଧାନ‌ରୁ

ବେଣି ବତା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବେନି)

[ସମ୍ପାଦନା]

ଦୁଇ ଫାଳିଆ ଜାଉଁଳିକବାଟର ଗୋଟିଏ ଫାଳର ଦାଢ଼ରେ ବାହାରକୁ ବାହରି ମରା ଯାଇଥିବା କାଠର ଲମ୍ୱ ପଟି —A long strip of wood put on the edge of one of a pair of folding doors.

[ଦ୍ରଷ୍ଟବ୍ୟ —ଜାଉଁଳି କବାଟ ବନ୍ଦ ହେଲାବେଳେ ଏ ଦୁଇ ଫାଳର ଦାଢ଼କୁ ଆଛାଦନ କରି ରଖେ]