ବେଣୀ
ବେଣୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବେଣିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବେଣ ଧାତୁ+ଇ;ଈ; କିମ୍ୱା ବିଶେଷ୍ୟ - ଧାତୁ=ଗମନ କରିବା+ନି, ନୀ)[ସମ୍ପାଦନା]
- ୧. ବିନ୍ୟସ୍ତ କେଶପାଶ; ଦଉଡ଼ି ପରି ବଳା ହୋଇଥିବା କେଶପାଶ —୧. Braided hair; a braidn or plait; a pigtail.
[ଦ୍ରଷ୍ଟବ୍ୟ —ନାନା ଦେଶରେ ସ୍ତ୍ରୀ ମାନଙ୍କ ମଧ୍ୟରେ କେଶରଚନାରେ ନାନାପ୍ରକାର'ବେଣି' ବିନ୍ୟାସ ଅଛି; ଯଥା—ବଙ୍ଗାଳୀ ବେଣୀ, ଦକ୍ଷିଣୀ ବେଣୀ, ଫିରିଙ୍ଗୀ ବେଣୀ, ଜାଉଁଳି ବା ଦୋହୋରୀ ବେଣୀ, ଲୋଟଣୀ ବେଣୀ, କମା +ବେଣୀ, ସୁନ୍ଥା ହେଣୀ ବା ସୁନ୍ଥାଣ ବେଣୀ ଇତ୍ୟାଦି]
- ୨. ଜଳପ୍ରବାହ —୨. A current or stream of water.
- ୩. ବୟନ; ବୁଣିବା —୩. Weaving.
- ୪. ଦେବତାଡ଼ ଗୁଳ୍ମ; ଏକପ୍ରକାର ଘାସ —୪. Andropogen Caricosus (a grass).
- ୫. ନଦୀ— ବିଶେଷ —୫. Name of a river.
- ୬. ମେଣ୍ଢୀ — ୬. An ewe.
ଅନୁବାଦ[ସମ୍ପାଦନା]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବେଣୀ)[ସମ୍ପାଦନା]
- ୧. କୁଟାରେ ବା ନଡ଼ାରେ ବୁଣାଯାଇ ଥିବା ମୋଡ଼ା; ନିଆଁ ବଡ଼ିଆ —୧. A plaint or braid of straw to preserve fire
- ୨. [[ କହୁଣିଆ ୨[[]] (ଦେଖ) - —୨. Kahuṇiā୨ (See)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]
ବେଣିଆ (ଦେଖ) - —Beṇiā (See)