ବେଣୀମାଧବ
ଦେଖଣା
ବେଣୀମାଧବ
ଉଚ୍ଚାରଣ
[ସମ୍ପାଦନା](ବେଣି ମାଧବ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - [ବେଣୀ=ତ୍ରୀବେଣୀ ବା ପ୍ରୟାଗସ୍ଥ ଯମୁନା, ଗଙ୍ଗା ଓ ସରସ୍ୱତୀ+ମାଧବ=ବିଷ୍ଣୁ)
[ସମ୍ପାଦନା]ପ୍ରୟୋଗ ପୀଠ ବା ଏଲାହାବାଦରେ ପ୍ରତିଷ୍ଠିତ ପାଷାଣମୟ ଚତୁର୍ଭୁଜ ବିଷ୍ଣୁ ମୂର୍ତ୍ତି ବା ଭୈରବ ମୂର୍ତ୍ତି — An image of Bishnu at Allahabad.
[ଦ୍ରଷ୍ଟବ୍ୟ —ଏ ଦେବତା ପ୍ରୟାଗତୀର୍ଥର ପ୍ରତିଷ୍ଠାତ ଦେବ ଅଟନ୍ତି]